ରାଜ୍ୟରେ ଆଉ ୩ ଜଣ ମୁଣ୍ଡ ନେଲା କାରୋନା, ମୋଟ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି

12

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ। ସେମାନଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଜିଲାର ହୋଇଥିବାବେଳେ ଅନ୍ୟ ଜଣେ ଗଜପତି ଜିଲାର। ଗଞ୍ଜାମ ଜିଲାର ୨ ମୃତକ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୬୩ ଏବଂ ୬୦ ବର୍ଷ। ସେହିପରି ଗଜପତି ଜିଲାର ମୃତକ ଜଣେ ମହିଳା ଏବଂ ତାଙ୍କ ବୟସ ୪୮ ବର୍ଷ। ସେ ମେଦବହୁଳତା ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଆଜି ୩ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More