ରାଜ୍ୟରେ ଆଉ ଗଡିବ ୫ଟି ସ୍ଵତନ୍ତ୍ର ଟ୍ରେନ୍

15

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟବାସୀଙ୍କ ସୁବିଧା ନିମନ୍ତେ ରେଳବାଇ ପକ୍ଷରୁ ୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ ନିଷ୍ପତ୍ତି ହୋଇଛି । ଜୁନ୍ ୮ ତାରିଖରୁ ଏହି ଟ୍ରେନଗୁଡ଼ିକ ଚାଲିବ ବୋଲି ସୂଚନା ମିଳିଛି । ଏହି ସବୁ ଟ୍ରେନକୁ ସ୍ବତନ୍ତ୍ର ଟ୍ରେନ୍ ଭାବରେ ଗଣାଯିବ ଏବଂ ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ଗଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।  ଆସନ୍ତା ଜୁନ୍ ୮ ତାରିଖରୁ ୩୦ ତାରିଖ, ୨୦୨୦ ଯାଏଁ ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରେଳବାଇ । ତେବେ  ଶନିବାର ଓ ରବିବାର ଏହି ସ୍ଥାନୀୟ ଟ୍ରେନ୍ ଚଳାଚଳ କରିବ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More