ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ନେଇ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ନିର୍ଦେଶ : ପ୍ରଥମେ କରୋନା ଟେଷ୍ଟ ,ତାପରେ ରାଜ୍ୟକୁ ପ୍ରବେଶ

11

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟରାଜ୍ୟରୁ ଓଡିଶା ଫେରିବା ପୂର୍ବରୁ ସମସ୍ତ ପ୍ରବାସୀଙ୍କର କରୋନା ଟେଷ୍ଟ କରାଯାଉ ଏବଂ କରୋନା ନେଗେଟିଭ୍ ଆସିଲେ ରାଜ୍ୟକୁ ପ୍ରବେଶ ଅନୁମତି ମିଳୁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ହାଇକୋର୍ଟରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More