ରାଜଧାନୀରେ ଲକ୍‌ଡାଉନ ଯାଞ୍ଚ କଡ଼ାକଡ଼ି

22

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ୧୪ ଦିନଆ ଲକ୍‌ଡାଉନ ଘୋଷଣା ପରେ ରାଜଧାନୀରେ ଯାଞ୍ଚ ଜୋରଦାର୍‌ କରାଯାଇଛି। ସହରର ୪୪ଟି ସ୍ଥାନରେ ଯାଞ୍ଚ କରାଯାଉଛି। ପ୍ରବେଶ ଏବଂ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ଏହାସହ ଜରୁରୀ କାର୍ୟ୍ୟ ନଥିଲେ ସହର ଭିତରେ ପ୍ରବେଶକୁ ଅନୁମତି ଦିଆଯାଉନି। ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ ବା ଜରୁରୀ କାର୍ୟ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଛଡାଯାଉଛି ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More