ରାଜଧାନୀରେ କାରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪କୁ ବୃଦ୍ଧି

14

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜଧାନୀକୁ ପୁଣି ଲେଉଟିଛି କରୋନା । ଆଜି ସୁଦ୍ଧା ରାଜଧାନୀରେ ସଂକ୍ରମିତ ହୋଇଛନ୍ତି ୨୭୪ ଜଣ ଏବଂ ଏମାନଙ୍କ ମଧ୍ୟରୁ ୧୩୮ ସୁସ୍ଥ ହୋଇଛନ୍ତି । ୧୩୨ ଜଣ ସକ୍ରିୟ କରୋନା ସଂକ୍ରମିତ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More