ରାଜଗାଙ୍ଗପୁର (ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା ଅଧିକାରୀ ବିଭସ୍ତ ପ୍ରଧାନଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ହେମନ୍ତ ଧାରୁଆ ଓସିଏଲ ରାସ୍ତାରେ ଟ୍ରାଫିକ ନିୟମ ଉଲଂଘନ କାରୀଙ୍କୁ ଅଟକାଇ ତାଙ୍କ ଠାରୁ ଗାଡିର ଉଚିତ କାଗଜ ପତ୍ର ଯାଞ୍ଚ କାରି ଥିଲେ l ଏହା ଛଡା ହେଲମେଟ, ଦ୍ରୁତ ଗତି ଚାଳନ, କାର ସିଟ ବେଲ୍ଟ ଚେକ କରିଥିଲେ l ବାରମ୍ବାର ପୋଲିସ ନିର୍ଦେଶ କ୍ରମେ ଚାଳକ ନିୟମ ଭାଙ୍ଗି ଦୁର୍ଘଟଣାର ଶିକାର ହେଉଥିବା ପୋଲିସ ଚାଳକଙ୍କୁ ସେଚେତନ କହିବା ସହ ମୋବାଇଲରୁ ଗାଡିର ଫୋଟୋ ନେଇ ଛାଡିଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।