ରାଜଗାଙ୍ଗପୁର କଂଗ୍ରେସ ପକ୍ଷରୁ ମହଙ୍ଗାଇ ପର ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

12

Get real time updates directly on you device, subscribe now.

ରାଜଗାଙ୍ଗପୁର (ସଂଘର୍ଷ ମିଡିଆ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ସାପ୍ତାହିକ ହାଟ ରାସ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା l ବିଧାୟକ ଡକ୍ଟର ସି ଏସ ରାଜନ ଏକ୍କା ଏହି ସଭାରେ ଯୋଗ ଦେଇଥିଲେ l ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଜନସଚେତନ ପାଇଁ ନିଜ ନିଜ ବକ୍ତବ୍ୟ ରଖାଯାଇଥିଲା l ଏହି ସଭା କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଅମ୍ବିକା ମହାନ୍ତି, ସୁରେଶ ବାରିକ ଦେବୋ ବିନୋଦ, ଶଶୀ ଚଉରାସିୟା ଏବଂ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ । ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More