ରାଉଲକେଲା ସହରର ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ

12

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲା ସ୍ଵତନ୍ତ୍ର ଜେଲ୍ ନିକଟସ୍ଥ ପିଲାଙ୍କ ସୁରକ୍ଷିତ ଆଶ୍ରୟ କେନ୍ଦ୍ର ଠାରେ ଶିଶୁ ଦିବସ ଉପଲକ୍ଷେ ରାଉରକେଲାର ଓକିଲ ମାନଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅରକ୍ରେଷ୍ଠା ଅନୁଷ୍ଠିତ ହେଇଥିଲା । ଅପର ପକ୍ଷରେ ଛେଣ୍ଡ୍ ଥାନା ଆନୁକୁଲ୍ୟରେ ଆଦର୍ଶ ବରିଷ୍ଟ ନାଗରିକ ସହାୟତା କେନ୍ଦ୍ର ବରିଷ୍ଟ ନାଗରିକଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା ସ୍କୁଲ ମାନଙ୍କରେ ଛୋଟ ଛୋଟ ପିଲା ମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ କିନ୍ନର ମା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଜୟା ମା ଓ ତାଙ୍କ ସହଯୋଗୀ , IHRD ଟିମ୍ ର ସମସ୍ତ ସଦସ୍ୟ ଓ ଏକତା ଗ୍ରୁପ୍ ର ସଦସ୍ୟ ମାନେ ଉପସ୍ଥିତ ରହି ସେକ୍ଟର-20 ସ୍ଥିତ ହିଲ୍ ଟପ୍ ବସ୍ତିରେ ଛୋଟ ପିଲା ମାନଙ୍କ ପାଇଁ କେକ୍ କାଟିବା କାଟିବା ପରେ ସେମାନଙ୍କୁ ବହି ଖାତା ପେନସିଲ୍ ରଵର ପେନସିଲ୍ ବକ୍ସ ଇତ୍ୟାଦି ବଣ୍ଟନ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More