ରାଉରକେଲା ସେଲୁନ ଆସୋସିଏସନ୍ ପକ୍ଷରୁ ନାରୀ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

9

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : – ରାଉରକେଲା ସେଲୁନ ଆସୋସିଏସନ୍ ପକ୍ଷରୁ ନାରୀ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଯାଇଛି। ବାସନ୍ତୀକଲୋନୀ ସ୍ଥିତ ମାଲ ଗୋଦାମ ବସ୍ତିରେ ମହିଳା ମାନଙ୍କ ପାଇଁ ସେନିଟାରି ଉପରେ ଏକ ସଚେତନତା କାର୍ଯ୍ୟକର୍ମ କରାଯାଇଥିଲା। ସରକାରଙ୍କ ବିଭିନ୍ନ ଯୋଜନାପରେ ମଧ୍ୟ ମହିଳାମାନେ ନିଜର ବ୍ୟକ୍ତିଗତ ସମସ୍ୟା କାହା ଆଗରେ ପରିପ୍ରକାଶ କରିବାକୁ ଲଜ୍ୟାବୋଧ କରିଥାନ୍ତି ଯେଁଉଥିରେ ସେମାନେ ବିଭିନ୍ନ ସମସ୍ୟାରେ ପଡିଥାନ୍ତି। ତେଣୁ କରି ଆର ଏସ ଏ ଗ୍ରୁପ ର ମହିଳାମାନେ ଖୋଲାଖୋଲି ଭାବରେ ସେନିଟାରି ଉପରେ ଆଲୋଚନା କରି ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜୁଲି ସାଥପତି, ମମତା ପତି,ଦୀପିକା ମହାନ୍ତି,ରୂପାଲି ମହାନ୍ତି, ପାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More