ରାଉରକେଲା ଇସ୍ପାତ କର୍ମଚାରୀ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

11

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ରାଉରକେଲା କର୍ମଚାରୀ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ଏହି ବୈଠକରେ ଶ୍ରମିକଙ୍କ ସପକ୍ଷରେ କେତେଗୁଡ଼ିଏ ଦାବି ଉପସ୍ଥାପନ କରାଯାଇଥିଲା। ୱର୍କ୍ ଫ୍ରମ ହୋମ୍ ରେ କାମ କରୁଥିବା ପନ୍ଦର ଶହରୁ ଅଧିକ ଶ୍ରମିକ ମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଦରମା ମିଳିନି ତାହା ଦିଆଯାଉ। ୩୯ଏରିଏଲ୍ ଓ ୩୦ ପ୍ରତିଶତ ବୋନୋସ୍ ଦୁର୍ଗାପୂଜା ପୂର୍ବରୁ ମିଳୁ ଓ ସବୁ contractual ଶ୍ରମିକ ମାନଙ୍କୁ୨୦୨୯ ରୁ ଲାଗୁ ହୋଇଥିବା ସେଣ୍ଟ୍ରାଲ ଗଭର୍ମେଣ୍ଟ ର ଦରମା ମିଳୁ ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓଲେହିବେ ବୋଲି ଶ୍ରୀ ରମେଶ ସର୍ବସ୍ମୁଖରେ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More