ରଥଯାତ୍ରା ଉପଲକ୍ଷେ ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ

9

Get real time updates directly on you device, subscribe now.

କୋରାପୁଟ (ସଂଘର୍ଷ ମିଡିଆ ) : ରଥଯାତ୍ରା ଉପଲକ୍ଷେ କୋରାପୁଟ ଜିଲ୍ଲା ସଂସ୍କୃତି ଭବନରେ ସ୍ଥାନୀୟ ଆର୍ଟ ଗ୍ୟାଲେରି ପକ୍ଷରୁ 3 ଦିନିଆ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନର ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଏହି ଚିତ୍ରକଳା ଆସନ୍ତା ଜୁଲାଇ 1 ତାରିଖରୁ 6 ତାରିଖ ମଧ୍ୟରେ ପ୍ରଦର୍ଶିତ କରାଯିବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ଓ ସଂସ୍କୃତି ମୋବିଲାଇଜର ଶ୍ରୀମତୀ ପଦ୍ମିନୀ ତ୍ରିପାଠୀ। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଳଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More