ରକ୍ତ ଦାନ କରି ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ ହେରାମ୍ବ ବାଗ

8

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ମିଡିଆ) : – ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଂଞ୍ଚାୟତ ର ରକ୍ତ ଦାନ କରି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ର ଲିଟିଗୁଡ଼ା ପଞ୍ଚାୟତ ସୁବାସ ମାଝୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି। ରକ୍ତ ହୀନତା ରୋଗରେ ପୀଡିତ ରହିଛନ୍ତି। ଉକ୍ତ ବୃଦ୍ଧ ଜଣକକୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ର ହେରାମ୍ବ ବାଗ,ରକ୍ତ ଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଛନ୍ତି। ଏହାକୁ ମିଶାଇ ସେ ୨୧ ଥର ରକ୍ତଦାନ କରି ସାରିଛନ୍ତି। ଜଣେ ଯୁବ ସାମ୍ୱାଦିକ ଭାବରେ ଯେତିକି ନାମ ରକ୍ତଦାନ କରି ମଧ୍ୟ ସେତିକି ପ୍ରଶଂସା ପାଉଛନ୍ତି। ରକ୍ତ ଦାନ କରି ବେଶ୍ ଆତ୍ମା ସନ୍ତୋଷ ମିଲେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗର୍ଡ ସରକାରୀ ଗୋଷ୍ଟି ସ୍ଵସ୍ଥ କେନ୍ଦ୍ରରେ ରକ୍ତ ହୀନତା ରୋଗରେ ବୃଦ୍ଧ ଜଣକ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି। ତାକୁ O+ ରକ୍ତ ଅତ୍ୟନ୍ତ ଜରୁରୀ ହୋଇ ପଡିଥଲା । ମାଝୀଙ୍କ ର ପରିବାର ତରଫରୁ ଯୁବ ସାମ୍ବାଦିକ ହେରାମ୍ବ ବାଗ ଙ୍କ ସହିତ ଯୋଗାଯୋଗ ହେବା ପରେ ଖବର ପାଇ ତୁରନ୍ତ ଧର୍ମଗଡ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ରକ୍ତଦାନ କରି ଜୀବନ ବଞ୍ଚାଇ ଥିଲେ। ଏଭଳି ରକ୍ତଦନ କରି ଅନେକଙ୍କ ଜୀବନ ବଞ୍ଚାଇ ଆସୁଥିବାରୁ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛା ମିଳୁଛି। ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More