ରକ୍ତଦାନ ଶିବିର ଅନୁଷ୍ଠିତ

10

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) : ରକ୍ତଦାନ ମହତଦାନକୁ ପାଥେୟ କରି ଇଣ୍ଟରନେସନାଲ ୱେଲ ଫେୟାର ବୋର୍ଡ ଟ୍ରଷ୍ଟ ଖାରବେଳ ଲେନ ଫୁଲନଖରା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତକାର ଅଭିଜିତ ମଜୁମଦାର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ସମ୍ମାନୀୟ ଅତିଥି ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ଉଦ୍ଘାଟକ ଡ଼.ବୀଣାପାଣି ତ୍ରିପାଠୀ ଏସ.ସି.ବି ମେଡିକାଲ, ବରଣ୍ୟ ଅତିଥି ବନଜା ବିବି,ପରିଚାଳନା କରିଥିଲେ ଅଶୋକ କୁମାର ରାଉତ। ଟ୍ରଷ୍ଟ ର ସଭାପତି ସରୋଜ କୁମାର ଆଚାର୍ଯ୍ୟ, ଉପସଭାପତି ପ୍ରମୋଦ କୁମାର ପରିଡା,ସମ୍ପାଦକ ଅଶୋକ କୁମାର ରାଉତ,କୋଷାଧକ୍ଷ ଅଜିତ କୁମାର ପାଢୀ,ରାଜ୍ୟ ସମ୍ପାଦକ ରାକେଶ ରୋଶନ ସାହୁ,ମ୍ୟାନେଜର ମନୋଜ କୁମାର ଆଚାର୍ଯ୍ୟ, ବୋର୍ଡ ମେମ୍ବର ଆଶିଷ କୁମାର ନନ୍ଦ,ଅନନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More