ରଂଜାଗୋଳରେ ରଜ ମହୋତ୍ସବ ପାଳିତ

9

Get real time updates directly on you device, subscribe now.

ଢେଙ୍କାନାଳ (ସଂଘର୍ଷ ମିଡିଆ ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ଗ୍ରାମ ଧୁନିଘର ଠାକୁର ନିକଟ ପଡିଆରେ ରଜପର୍ବ ବହୁ ଆଡମ୍ବର ସହକାରେ ପାଳିତ ହୋଇଜାଇଛି । ପହଲି ରଜ ଠାରୁ ଆରମ୍ଭ କରି ଏହି ଯାତ୍ରା ୪ ଦିନ ଧରି ଚାଲିଥିଲା । ପ୍ରାୟ ୧୦୦ ବର୍ଷ ତଳୁ ଏହି ଯାତ୍ରା ଏଠାରେ ପାଳିତ ହେଉଥିବା ଜଣାପଡିଛି । ଢେଙ୍କାନାଳରୁ ଅନୁଗୋଳ ପର୍ଯ୍ୟନ୍ତ ଏହି ୪ ଦିନ ହଜାର ହଜାର ଦର୍ଶକ ଯୋଗଦେଇଥାନ୍ତି । ଭିଡକୁ ଦେଖିବାଲିମି ପୋଲିସ ଟିମ ସୁରକ୍ଷା ଦେଇଥାଏ । ହିନ୍ଦୋଳବ୍ଲକ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ବିଜୁ ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ ଜଳ ବିତରଣ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More