ଯୁଵ ଅଧିକାର ମଞ୍ଚର‌ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆମରଣ ଅନସନ

15

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ୱେସ୍କୋ ଅପରେଟର,ହେଲପର ନିଯୁକ୍ତିରେ ଅନିୟମିତତା ଘଟଣାରେ ଯୁଵ ଅଧିକାର ମଞ୍ଚ ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ୧୬ ଦିନ ଧରି ଚାଲିଛେ ହେଲେ କୌଣସି ତଦନ୍ତ କିମ୍ଵା କାର୍ଯନୁଷ୍ଠାନ ଗ୍ରହଣ ନ କରିପାରୁ ଆଜି ମଞ୍ଚର କାର୍ଯ୍ଯକର୍ତା ଅନସନ ଆରମ୍ଵ କରିଛନ୍ତି । ନୂଆପଡା ଜିଲ୍ଲାର ସିନାପାଳି ଵ୍ଲକ ଟିମନପୁର,ଚଲନା,ଓ ଵୋଡେନ ଵ୍ଲକର ରୋକାଲ ଵିଦ୍ୟୁତ ଵିଭାଗ ନୂତନ ସଵ ଷ୍ଟେସନରେ ୱେସ୍କୋ ଵିଭାଗ ନିଯୁକ୍ତି ସ୍ଥାନିୟ ଯୁଵକଙ୍କୁ ଅଣ ଦେଖା କରି ଵାହାର ଜିଲ୍ଲାର ଯୁଵକଙ୍କୁ ନିଯୁକ୍ତି ଦିଆଯାଇଛି ।ଟିମନପୁର ୨ ଜଣ ଇପରେଟର ଓ ରୋକାଲର ୩ ଜଣ ହେଲପର ଵିନା ଇଣ୍ଟରଭ୍ଯୁ ଦେଇ ନିଯୁକ୍ତି ପାଇଛନ୍ତି । ଏହି ପଦଵି ପାଇଁ ଇଏଲଵିଓଙ୍କ ଵିନା ଲାଇସେନ୍ସରେ ନିଯୁକ୍ତି ଦେଇଛନ୍ତି। ବେଲପର ପାଇଁ ଶିକ୍ଷା ଗତ ଯୋଗ୍ୟତା ମାଟ୍ରିକ ପାସ ରହିଥିଵା ଵେଲେ ନଵମ ଶ୍ରେଣୀ ପାଠପଢି ଥିଵା ଯୁଵକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ସମସ୍ତ ପଦଵି ପାଇଁ ୱେସ୍କୋ ନିର୍ଵାହ ଯନ୍ନୀ ନିଜ‌ ମନ ମୁଖୀ ପ୍ରାର୍ଥୀ ଚୟନ କରି ସମ୍ଫୁକ୍ତି ଏଜେନସିକୁ ନିର୍ଵାହ ଯନ୍ନୀ ନିଯୁକ୍ତି ଦେଵାକୁ ନିର୍ଦେଶ ଦେଇଛନ୍ତି। ଏଥିରେ ନିର୍ଵାହ ଯନ୍ନୀଙ୍କ ସମ୍ପୁକ୍ତ ରହିଛି ଵୋଲି ଅଭିଯୋଗ କରିଛନ୍ତି ।ଏହି ନିଯୁକ୍ତି ପ୍ରକ୍ରିୟା ଅନିୟମିତା ଅଭିଯୋଗ ଆଣି ଘଟଣାର ତଦନ୍ତ କରନ ଦୋଷୀ ଅଧୀକାରଙ୍କ ଵିରୋଧରେ ଦୂଢ କାର୍ଯ୍ଯନୁଷ୍ଠାନ ଗ୍ରହଣ ନକରିଵା ପର୍ଯ୍ୟନ୍ତ ଅନସନ ଜାରୀ ରହିଵ ଵୋଲି ଜିଲ୍ଲାପାଳ ପ୍ରସାସନକୁ ମଞ୍ଚ ଚେତାଵନୀ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More