ଯୁବ ବ୍ୟାବସାୟିଙ୍କ ମୃତ୍ୟୁର ତଦନ୍ତ ନିମନ୍ତେ ମାଜିଷ୍ଟ୍ରେଟଙ୍କୁ ଦାବି ପତ୍ର

18

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ସହରର ଦୈନିକ ଯୁବ ବ୍ୟାବସାଇ ତପନ ପରିଡ଼ାଙ୍କ ମୃତ୍ୟୁ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ତାଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି ପାଇଁ ମୃତ୍ୟୁ ହେଲା ତାହା ଏବେ ବି ସନ୍ଦେହ ଘେରରେ । ଯଦି ତାଙ୍କର କରୋନାରେ ମୃତ୍ୟୁ ହୋଇନାହିଁ ତାହେଲେ ତାଙ୍କ ମୃତଦେହ ତାଙ୍କ ପରିବାରକୁ ଦିଆଗଲା ନାହିଁ କାହିଁକି । ଯଦି କରୋନାରେ ମୃତ୍ୟୁ ହୋଇଛି ତାଙ୍କ ସହ କଟ୍ରାଟରେ ଆସିଥିବା ଲୋକମାନଙ୍କୁ କହିକି ଚିହ୍ନଟ କରାଯାଉନାହିଁ । ଏହାଦ୍ବାରା ସହରରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିବା ବେଳେ ଏଥିପ୍ରତି ପ୍ରଶାସନ ପଦକ୍ଷେପ ନେବାପାଇଁ ଦାବୀ ହେଉଥିବା ବେଳେ ଭଦ୍ରକର ସାମାଜିକ ସଂଗଠନ ସ୍ବରାଜ ଓଡ଼ିଶା ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଅଞ୍ଚଳକୁ ସାନିଟାରୀ କରିବା ଓ ନଗରର ସମସ୍ତ ଲୋକଙ୍କ ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି ଏଥିରେ ଅମ୍ବିକା ଦାସ,ସ୍ବରୁପନନ୍ଦ ମହାପାତ୍ର,ବୃଷଭାନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More