ଯୁବତୀଙ୍କ ମୃତ ଦେହ ଉଦ୍ଧାର

13

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : ଏହି ପରି ଏକ ଦଃଖ ଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ଅଧିନସ୍ଥ ମୂଷାପାଲୀ ଗ୍ରାମରେ । ପ୍ରାପ୍ତ ସୂଚ଼ନାରୁ ଜଣାଯାଏ ଯେ ମୁସାପାଲୀ ଗ୍ରାମର ରାମେଶ୍ଵର ପଣ୍ଡାଙ୍କ ଝିଅ ବିଷ୍ଣୁ ପ୍ରିଆ ପଣ୍ଡା ରବିବାର ସକାଳୁ ଶୌଚ ପାଇଁ ଗାଁ ପଖରୀକୁ ଯାଇ ଆଉ ଫେରି ନ ଥିଲେ। ପରେ ତାଙ୍କୁ ଘରେ ନ ଦେଖିବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ ଏବଂ ଶେଷ ରେ ଘର ପାଖରେ ଥିବା ଏକ ପୋଖରୀରେ ବିଷ୍ଣୁ ପ୍ରିୟାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇ ଥିଲେ । ଏ ଘଟଣା ସଂପର୍କରେ ଖବର ପାଇ କୋକସରା ଅଗ୍ନିଶମ ବିଭାଗ ପହଞ୍ଚି ଶବ୍ଦଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ସବ ବ୍ୟବଚ୍ଛେଦ ପାଇଁ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ପରିବାରଙ୍କୁ ହସ୍ତାନ୍ତର କରି ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବା ଜଣା ପଡିଛି । ଘଟଣାର ସତ୍ଯା ସତ କିଛି ଜଣା ପଡି ନାହି ବ୍ୟବ ଛେଦ ରିପୋର୍ଟ ଆସିଲାପରେ ତାହା ଜଣା ପଡିବ । ପରିବାର ପକ୍ଷରୁ ଏନେଇ କୌଣସି ସନ୍ଦେହ ଥିବାଭଲି ଅଭିଯୋଗ ଦେଇ ନଥିବା ଜଣା ପଡିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତଙ୍କସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More