ଯିବିକା ମିଶନର ବ୍ଲକ ପ୍ରୋଜେକ୍ଟ କୋ- ଅର୍ଡିନେଟରଙ୍କ ବଦଳିରେ ମହିଳାଙ୍କ ଆଖିରେ ଲୁହ

10

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ବଦଳି ପାଇଁ ମହିଳା ମାନଙ୍କ ଆଖିରେ ଲୁହ ସୂଚନାରୁ ପ୍ରକାଶ ଯେ ନରସିଂହପୁର ଯିବିକା ମିଶନର ବ୍ଲକ ପ୍ରୋଜେକ୍ଟ କୋ ଅର୍ଡିନେଟର ବିବେକାନନ୍ଦ ଜେନା ନରସିଂହପୁରରୁ କଟକ ସିଟିକୁ ବଦଳି ହୋଇଯାଇଛି ।ଶ୍ରୀଯୁକ୍ତ ଜେନା ନରସିଂହପୁରରେ ଦୀର୍ଘ 5 ବର୍ଷ ରହି ମହିଳା SHG ଗ୍ରୁପକୁ ସରକାରଙ୍କର ସମସ୍ତ ଯୋଜନାକୁ ଠିକ ଭାବରେ ପରିଚାଳନା କରିବା ସହ ମହିଳା ମାନଙ୍କୁ ସମ୍ପୂର୍ଣ ସହଯୋଗ କରିଥିଲେ ।ତେବେ ତାଙ୍କର ବଦଳି କଟକକୁ ହୋଇଯାଇଛି ।ତେବେ ତାଙ୍କୁ ଆଜି ମହିଳା ଗ୍ରୁପର ବ୍ଲକ ପରିସରର ଯିବିକା ମିଶନ ଗୃହରେ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଥିଲେ । ତେବେ ଏହି ଅବରସରେ ସମସ୍ତ ମହିଳା କାନ୍ଦିବା ସହ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।।ସମସ୍ତେ ଲୁହ ପୋଛି ପୋଛି ତାଙ୍କୁ ବିଦାୟ ଦିଆଯାଇଥିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More