ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଯାଦବ ମହାସଭା ତରଫରୁ ଦୁଖୁଗୁଡା ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ବ୍ଳକ ଯାଦବ ମହାସଭା ସଭାପତି ଦୁର୍ଲ୍ଲଭ ଗୌଡ଼ଙ୍କ ସଭାପତିତ୍ବରେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ସଭାପତି ଜ୍ୟୋତି ରଞ୍ଜନ କଂସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ଦେବଦାସ ମହାଙ୍କୁଡ, ସାଧାରଣ ସମ୍ପାଦକ ମାନସିଂହ ଗୈାଡ, ନବରଙ୍ଗପୁର ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ନବ କିଶୋର ଗୈାଡ, ନବରଙ୍ଗପୁର ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା,ଉପ ସଭାପତି ସୈନିକ ଗୈାଡ, ହରି ଗୈାଡ, ଉପ ସଭାପତି ତଥା ରାଇଘର ବ୍ଲକ ସଭାପତି ଲକ୍ଷିନାଥ ଗୈାଡ, କୋଷାଧ୍ୟକ୍ଷ ଦୈତାରି ମାଝୀ,ଝରିଗାଁ ବ୍ଳକ ଉପ ସଭାପତି ସହଦେବ ଗୈାଡ, ଉମରକୋଟ ବ୍ଳକ ସଭାପତି ଶତୃଘନ ଗୈାଡ, ନନ୍ଦାହାଣ୍ଡି ବ୍ଳକ ସଭାପତି ଧନୁର୍ଯ୍ୟୟ ଗୈାଡ, ସାଧାରଣ ସମ୍ପାଦକ ସୁରେନ୍ଦ୍ର ଭକ୍ତ,ନବରଙ୍ଗପୁର ବ୍ଳକ ସଭାପତି ପ୍ରହଲ୍ଲାଦ ଗୈାଡ,ଯୁବ ଉପ ସଭାପତି ଶୁସାନ୍ତ ଗୈାଡ,ଝରିଗାଁ ବ୍ଳକ ଯୁବ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ଶଙ୍କର ଗୈାଡ, ତେନ୍ତୁଳିଖୁଣ୍ଟି ବ୍ଳକ ଯୁବ ଯାଦବ ମହାସଭା ସଭାପତି ଜୟରାମ ଗୈାଡ,ରାଇଘର ବ୍ଲକ ଯୁବ ସଭାପତି ଗୋରେଖନାଥ ଗୈାଡ, ଡାବୁଗାଁ ବ୍ଳକ ଯୁବ ଉପ ସଭାପତି ରନସାଏ ଗୈାଡ, ନନ୍ଦାହାଣ୍ଡି ବ୍ଳକ ଯୁବ ସଭାପତି ଇଶ୍ଵର ଗୈାଡ,ଟିମା ଗୈାଡ, ଉମରକୋଟର ଡମ୍ବରୁଧର ଗୈାଡ, ଲକ୍ଷ୍ମୀ ନାରାୟଣ ଗୈାଡ, ଶୁକଦେବ ଗୈାଡ,ଜଗ ମୋହନ ଗୈାଡ,ଚଚା ପଂଚାୟତ ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ଗୈାଡ,ଯୁବ ସଭାପତି ମୋହନ ଗୈାଡ,କାଳିଆ ରାଉତ ବରିଷ୍ଠ ସମାଜସେବୀ, ପରମେଶ୍ବର ରାଉତ ଟିମନ ପୁର ପଞ୍ଚାୟତ ସଭାପତି , ପୁରୁଷୋତ୍ତମ ଗୈାଡ, କାର୍ତ୍ତିକ ରାଉତ, ସନମତ ଗୌଡ଼,ସତ୍ୟରାମ ଗୈାଡ,ରୂପଚାନ୍ଦ ଗୈାଡ, ତେନ୍ତୁଳିଖୁଣ୍ଟି ବ୍ଳକ ଯୁବ ସମ୍ପାଦକ ରାମକୃଷ୍ଣ ନାୟକ, ବଳରାମ ଗୈାଡ, ସଦନ ଗୈାଡ, ନରହରି ଗୈାଡ,ମାଧବ ଗୈାଡ, ଶୋଭା ଗୈାଡଙ୍କ ସହ ସମସ୍ତ ମାଁ ବାପା ଭାଇ ଓ ଭଉଣୀ ମାନେ ଯୋଗ ଦେ ଥିଲେ। ଏହା ପରେ ଆମ ଆରାଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ ଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆସିଥିବା ସମସ୍ତ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହା ପରେ ସମସ୍ତଙ୍କର ଅଭିଭାଷଣ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସମ୍ପର୍କରେ ଓ ଯାଦବ ମହାସଭା ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ଏହା ପରେ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରାଯାଇଥିଲା। ପରିଶେଷରେ ଝିଅ ମାନଙ୍କ ଦ୍ଵାରା ଢେମଷା ନୃତ୍ୟ ପରିବେଷଣ କରାଯାଇଥିଲା। ଏବଂ ଝରିଗାଁ ବ୍ଳକ ଚଚା ପଂଚାୟତର ସଭାପତି ଗଙ୍ଗାଧର ଗୈାଡ ଭଗବାନଙ୍କ ଭଜନ ଗାନ କରି ସମସ୍ତଙ୍କ ମନକୁ ମୋହିତ କରିଦେଇଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l