ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ ଅଟକ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ ଅଟକ । ରୁଟ୍‌ ଅନୁମତି ନଥାଇ ୨୫ ଜଣ ଯାତ୍ରୀଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା ବସ । ବସକୁ ମାଳତୀପାଟପୁରଠାରେ ଜିଲ୍ଲା ପରିବହନ ଅଧିକାରୀଙ୍କ ଦ୍ଵାରା ଅଟକ ରଖାଯାଇଛି ଯାଞ୍ଚ ବେଳେ ଡ୍ରାଇଭର ମଦ ପିଇଥିବା ଜଣା ପଡିଥିଲା । ପରେ ଗାଡିର କାଗଜପତ୍ର ଯାଞ୍ଚ କରାଯାଇ ବସକୁ ୪୦ ହଜାର ୫ଶହ ଟଙ୍କା ଫାଇନ କରାଯାଇଛି । ଏହାସହ ବସ୍‌ଟିକୁ ପୁରୀ ସଦର ଥାନାରେ ଅଟକ ରଖାଯାଇ ଯାତ୍ରୀଙ୍କୁ ଅନ୍ୟ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ କୋଲକାତା ପଠାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More