ମୋବାଇଲ ଲୁଟେରା ଗିରଫ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ଗୁଣ୍ଡିଚା ମନ୍ଦିର ନିକଟରେ ଜଣେ ଭକ୍ତଙ୍କ ମୋବାଇଲ ଲୁଟ୍ କରିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବାସେଳିସାହି ଥାନା ମିଶ୍ର ସାହିର ବାବୁ ଓରଫ ରାନ୍ଧିର ବାରିକ(୨୫) । ଅଭିଯୁକ୍ତ ଠାରୁ ଲୁଟ୍ ମୋବାଇଲଫୋନ୍‌ଟି ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା(ନଂ-୧୨୭/୨୩) ରୁଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More