ମେଡ଼ିସିନ ଦୋକାନର ସଟର ଭାଙ୍ଗି ଲୁଟ

14

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଲୋକନାଥ ରୋଡ଼ ଷଣ୍ଢ ଯାଗା ସମ୍ମୁଖ ଗୋଛିକାର ମେଡ଼ିସିନ ଦୋକାନର ସଟର ଭାଙ୍ଗି ଲୁଟ।୨୫ ହଜାର ଟଙ୍କା ସହ ମେଡ଼ିସିନ,ମାସ୍କ,ସାନିଟାଇଜର ଲୁଟ ହୋଇଛି।ସିସିଟିଭିରେ ଲୁଟର ସମସ୍ତ ଘଟଣା ରେକର୍ଡ ହୋଇଛି।ଦୋକାନ ମାଲିକ ନୃସିଂହ ଗୋଛିକାର ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ଆଜି ସକାଳେ ଦୋକାନ ସଟର ଭଙ୍ଗାଯାଇଥିବା ଖବର ପାଇ ବାସେଳୀ ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ପୁରୀରୁ କ୍ୟାମେରାପାର୍ଶନ ରଂଜିତ ପଟଣାୟକଙ୍କ ସହ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More