ମୃତ୍ୟୁ ଯେବେ ଆସେ, ପଥର ଖାଦାନରୁ ପଥର ଧସି ଯୁବକର ମୃତ୍ୟୁ

10

Get real time updates directly on you device, subscribe now.

କଲମପୁର ( ସଂଘର୍ଷ ମିଡିଆ ) : ପଥର ଖାଦାନରେ ପଥର ସଂଗ୍ରହ ପାଇଁ ନିୟୋଜିତ ଥିବା ଜଣେ ଯୁବ ଶ୍ରମିକ ପଥର ସଂଗ୍ରହ କରୁଥିଲେ। ଏହି ସମୟରେ ମାଟି ଓ ପଥର ଅତଡା ଧସି ଆସିଥିଲା। ଉପରୁ ପଥର ଓ ମାଟି ଅତଡା ଧସି ଆସିବାରୁ ତଳେ ଥିବା ଯୁବକ ଉପରେ ପଥର ଓ ମାଟି ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକ ଜଣକ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ସମଗ୍ର ଜୟପାଟଣା ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More