ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ ଉପଲକ୍ଷେ ପାରଳାଖେମୁଣ୍ଡିରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯକ୍ରମ ଆୟୋଜିତ
ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମୁଖ୍ୟ ଚିକିଚାଳୟ ରୋଗୀମାନଙ୍କୁ ବିସକୁଟ ଓ ଫଳ ପ୍ରଦାନ କରାଯାଇଥିଲା | ପାରଳାଖେମୁଣ୍ଡି ପୌରପାଳିକାରେ ବୃକ୍ଷରୋପଣ କରାଯିବ। ପରେ ଗଜପତି ଜିଲ୍ଲାର ଗୁଶାଣୀ ବ୍ଲକ ର ଗୁରାଣ୍ଡି ଗ୍ରାମପଂଚୟତ ଠାରେ ଥିବାଗୁରାଣ୍ଡିର ମୀନକେତନ ଡ଼ିଗ୍ରି ମହାବିଦ୍ୟାଳୟ ଠରେ ଜିବନ ବିନ୍ଧୁ ର ସଂଯୋଜିକ। ଶ୍ରୀମତୀ ଇନ୍ଦିରା ପଟନାୟକଙ୍କ ନେତୃତ୍ବରେ ରକ୍ତଦାନ ଶିବିରର ଅୟୋଜୋନ କରାଯାଇଥିଲା । ନବ ଜୀବନ ଟ୍ରସ୍ଟରେ ନବୀନବାବୁଙ୍କର ୭୭ତମ ଜନ୍ମଦିନ ବଡ ଆଡମ୍ବରରେ ପାଳନ କରାଯାଇଛି ା । ଏଥିରେ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ, ରାଜକୁମାରି ଶ୍ରୀମତୀ କଲ୍ୟାଣୀ ଦେବୀ, ବସନ୍ତ ଦାସ, ମାରୁତି ପଲ, ଜିଲ୍ଲାପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଗୋଶାଣି ଅଧକ୍ଷ ଏନ. ଭିର. ରାଜୁ, ଏସ.ଡ଼ି. ସି ଅଧକ୍ଷ ଶ୍ରୀମତୀ ଏମ ରଈତ ଓ ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜୂ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ପୌରପାଳିକା ଅଧକ୍ଷ। ଶ୍ରୀମତୀ ନିର୍ମର୍ଲା ସେଠି ବରିଷ୍ଠ ନେତାଲକ୍ଷ୍ମୀ ପରିଚ୍ଛା ଓ ବିଭିନ୍ନ ନେତା କର୍ମୀ , ସରପଞ୍ଚ, ଜନ ପ୍ରତିନିଧି ଉପସ୍ତିତ ରହି ଏହାକୁ ପାଳନ କରିଥିଲେ ।