ମୁକେଶ ଜୈନ୍ କୁ ଗିରଫ କରିବା ଅଗଣିତାନ୍ତିକ : ବରିଷ୍ଠ ଆଇନଜୀବି ଏ . ପି . ସିଂ

10

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଦିଲ୍ଲୀର ସାମାଜିକ କର୍ମୀ ତଥା ଦାରା ସେନା ଅଧ୍ୟକ୍ଷ ମୁକେଶ ଜୈନ୍ ଙ୍କୁ ଭଦ୍ରକ ଟାଉନ ପୋଲିସ ଯେଉଁଭଳି ଭାବେ ଅଗଣିତାନ୍ତିକ ଉପାୟରେ ଜୁଲାଇ ୮ରୁ ତାଙ୍କୁ ଦିଲ୍ଲୀରୁ ଗିରଫ କରି ଅଣାଯାଇଥିବା ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ତଥା ନିର୍ଭୟା ଗଣବଳତ୍କାର ମାମଲାରେ ଦୋଷୀଙ୍କ କେସ ଲଢ଼ୁଥିବା ଓକିଲ ଏ,ପି, ସିଂ । ସେ ଦିଲ୍ଲୀରୁ ଆସି ଭଦ୍ରକରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଜୁଲାଇ ୬ରେ ଭଦ୍ରକରେ ଏକ ଆଇନଜୀବୀଙ୍କ ଏତଲା ଅନୁସାରେ ଭଦ୍ରକ ଟାଉନ ପୋଲିସ ୧୯୫/୨୦ରେ ଏକ ମାମଲା ରୁଜୁ କରି ପୋଲିସର ଏକ ଟିମ ମୁକେଶ ଜୈନ୍ ଙ୍କୁ ଦିଲ୍ଲୀକୁ ଯାଇ ଗିରଫ କରି ଭଦ୍ରକ ଜେଲରେ ରଖିଥିବା କହିଛନ୍ତି । ପୋଲିସ ଘଟଣାର ତଦନ୍ତ ନକରି ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ମୁକେଶଙ୍କ ପୁଅ ଅର୍ଜୁନ ଜୈନ ଓ ୨ ବରିଷ୍ଠ ଆଇନଜୀବି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More