ମା ଭଟ୍ଟାରିକାଙ୍କର ମନ୍ଦିର ନିକଟରେ ପହଁଚିଲା ବନ୍ୟାଜଳ

11

Get real time updates directly on you device, subscribe now.

ବଦମ୍ବା (ସଂଘର୍ଷ ମିଡିଆ) : ହୀରାକୁଦର ୨୪ଟି ଗେଟ ଦେଇ ଜଳ ନିଷ୍କାସନ ଓ ମହାନଦୀ ଉପମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବା ଯୋଗୁ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧିପାଉଛି। ଅନ୍ୟ ପଟେ କଟକ ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ମନ୍ଦିର ର ପାହାଞ୍ଚ ପର୍ଯ୍ୟନ୍ତ ଛୁଇଁଚି ମହାନଦୀ ର ବନ୍ୟା ଜଳ। ତେବେ ଆଜି ରାତ୍ରି ସୁଧା ଜଳସ୍ତର ବୃଦ୍ଧି ନେଇ ସତର୍କ ରହିଥିବା କହିଛନ୍ତି ମା ଭଟ୍ଟାରିକା ମନ୍ଦିର ର ମୁଖ୍ୟ ପୂଜକ ଶିରିଶ ରଣା। ଅନ୍ୟପଟେ ଜଳପତ୍ତନ ବୃଦ୍ଧି ପାଉଥିବାରୁ ଦେବୋତ୍ତର ବିଭାଗ ପକ୍ଷରୁ ମଧ୍ୟ ସଜାଗ ରହିଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More