ମା ଭଟ୍ଟାରିକାଙ୍କର ମନ୍ଦିର ପ୍ରାଙ୍ଗଣରେ ପହଁଚିଲା ବନ୍ୟାଜଳ

11

Get real time updates directly on you device, subscribe now.

ବଦମ୍ବା9ସଂଘର୍ଷ ମିଡିଆ) : :ହୀରାକୁଦର ୩୪ଟି ଗେଟ ଦେଇ ଜଳ ନିଷ୍କାସନ ଓ ମହାନଦୀ ଉପମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବା ଯୋଗୁ କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବୃଦ୍ଧିପାଉଛି। ଅନ୍ୟ ପଟେ କଟକ ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ମନ୍ଦିର ର ପାହାଞ୍ଚ ପର୍ଯ୍ୟନ୍ତ ଛୁଇଁଲାଣି ମହାନଦୀ ର ବନ୍ୟା ଜଳ। ତେବେ ଜଳସ୍ତର ବୃଦ୍ଧି ନେଇ ସତର୍କ ରହିଥିବା କହିଛନ୍ତି ମା ଭଟ୍ଟାରିକା ମନ୍ଦିର ର ମୁଖ୍ୟ ପୂଜକ ଶିରିଶ ରଣା। ଅନ୍ୟପଟେ ଲଗାଣ ବର୍ଷା ରେ ବନ୍ୟପାଣି ପଶି ବଡମ୍ବା1ବ୍ଳକର ହଜାର ହଜାର ଚାଷଜମି ଜଳାଣ୍ଣବ ହୋଇ ପଡିଛି। ଚାଷୀ ଚାଷ କରିଥିବା ଧାନ କ୍ଷେତ ରେ ମୁଣ୍ଡ ରେ ହାତ ଦେଇ ବସିଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More