ମା ଦକ୍ଷିଣକାଳି ମନ୍ଦର ପୁନରୁଦ୍ଧାର ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ଗୁହାରି

9

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ଅନ୍ତର୍ଗତ ଭରୁଆମୁଣ୍ଡା ଏହି ଗାଁରେ  ରହିଛି ମା ଦକ୍ଷିଣ କାଲି ବହୁ ପୁରାତନ ମନ୍ଦର ଏହି ମନ୍ଦିର  ଉପରେ ଗାଁ ଓ ଅନ୍ୟ ଗାଁର ଲୋକଙ୍କ ବହୁତ ବିଶ୍ଵସ ରହିଛି ଓ ମା ଙ୍କ ଦଶହରା ରେ ପୂଜା କରାଯାଏ । ଏହି ପୂଜା ରେ ଗାଁ ଓ ଅନ୍ୟ ଗାଁ ତଥା ପଡୋଶୀ  ଛତିଶଗଡ଼ କାଲହାଣ୍ଡି ବଲାଙ୍ଗୀର ର ବହୁତ ଭକ୍ତ ଏଠାକୁ ପୂଜା କରିବା ପାଇଁ ଆସି ଥାଆନ୍ତି । ଏବେ ମାଙ୍କ ମନ୍ଦିର ଭାଙ୍ଗି ଯିବାର ବି ସମ୍ବାବନା ଅଛି । ଗାଁ ଲୋକେ କହିବା କଥା ଯେ  ମାଙ୍କ ମନ୍ଦିର ଉପରେ ପ୍ରଶାସନର ନଜର ଟିକେ ପଡିଲେ ଓ ନୂତନ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ  ଭଲ ହୁଅନ୍ତା ବୋଲି  ପୂଜାରୀ ହାରିଚନ୍ଦ୍ର ମାଝୀ ଓ ଗାଁ ଲୋକେ ପ୍ରଶାସନ କୁ ଅନୁରୋଧକରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More