ମା ଜଗତଜନନୀଙ୍କ ଆଗମନର ସୂଚନା ଦେଇଥାଏ କାଶତଣ୍ଡୀ ଫୁଲ

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : ଦୁର୍ଗା ମାଆ ଧରାପୃଷ୍ଠକୁ ଆସିବାର ସୁଚନା ଦେଇଥାଏ କାଶତଣ୍ଡି ଫୁଲ। ଏହି ସମୟରେ ନଦୀ କୂଳ ଠାରୁ ଆରମ୍ଭ କରି ଦଣ୍ଡା ଓ ଗୋଚର ରେ ଦେଖିବାକୁ ମିଳେ ଧଳା ରଙ୍ଗର କାଶତଣ୍ଡି ଫୁଲ। ସୁଲସୁଲ ପବନରେ ଧବଳ ରଙ୍ଗର କାଶତଣ୍ଡି ଫୁଲ ଝଲସୁ ଥାଏ। ଏହି କାଶତଣ୍ଡି ଫୁଲ ଫୁଟିଲେ ମନେହୁଏ ଦୁର୍ଗା ମାଆ ଧରାପୃଷ୍ଠକୁ ଆସୁଛନ୍ତି। କାଶତଣ୍ଡି ଫୁଲ କୁ ନେଇ କବିକାର ମାନେ ବହୁତ ସୁନ୍ଦର କବିତା ଲେଖିଥାନ୍ତି। କାଶତଣ୍ଡୀ ଫୁଲର ସମ୍ଭାରଣ ହିଁ ଜଗତ ଜନନୀ ମାଆଙ୍କ ଆବାହନର ସୂଚନା ଦେଇଥାଏ। ଏହି କାଶତଣ୍ଡୀ ଫୁଲର ମନୋରମ ଦୃଶ୍ୟ ହିଁ କବିଙ୍କୁ ନିଜର କବିତା ରଚନା ଲାଗି ଶକ୍ତି ଯୋଗାଇଥାଏ। (ପଟ୍ଟାମୁଣ୍ଡାଇ ରୁ ଶକ୍ତି ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More