ମା ଗଜଲକ୍ଷ୍ମୀ ପୂଜାରେ ଚମକୁଛି କେନ୍ଦ୍ରାପଡ଼ା, ୬୪ରୁ ଉର୍ଦ୍ଧ ମଣ୍ଡପରେ ପୂଜା ପାଉଛନ୍ତି ମା

10

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମଇଦା) : -ଧନ ଧାନ୍ୟ ଦେବି ମା ଲକ୍ଷ୍ମୀଙ୍କ ଆଗମନରେ କେନ୍ଦ୍ରାପଡ଼ାର ପୁର ପଲ୍ଲୀରେ ନାଚ ଗୀତର ଅସାର ମେଲିଛି । ଛକ ଛକ ଛକରେ ବିଭିନ୍ନ ରଙ୍ଗର ଆଲୋକ ମାଳା ସବ ମନୋରଞ୍ଜନ ଭରା କାର୍ଯ୍ୟକ୍ରମ ଚାଲୁ ରହିଛି । କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଠାରୁ ଦୁହୁରିଆ, ଗୁଲନଗର, ଗରାପୁର, ପୁରୁଣା ମୋଟରଷ୍ଟାଣ୍ଡ, ବଳଗଣ୍ଡି, ଶାନ୍ତସହି, ସାନମଙ୍ଗଳା ଆଦି ସ୍ଥାନ ମାନଙ୍କରେ ସୁସଂଜିତ ମେଢ଼ ହୋଇଛି. ଏହି ପୂଜାରେ ପୋଲିସ ପ୍ରଶାସନ ପକ୍ଷରୁ ୨୦ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ୭ ଡ଼ିଏସପି, ୧୫ ଆଇ ଆଇ ସି ସହ ବିଭିନ୍ନ ଜାଗାରେ ଅସ୍ଥାୟୀ ୧୫ ଫାଣ୍ଡି କରାଯାଇଛି । ପକେଟ ମାର ଆଦି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଛକ ଛକରେ cctv ଲଗାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More