ମାହାଙ୍ଗା (ସଂଘର୍ଷ ମିଡିଆ ) : ମାହାଙ୍ଗା କୁସୁପୁର ବିଭତ୍ସ ହତ୍ୟାକାଣ୍ଡର ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ମଇନା କରାଇବା ସହ ସାଲେପୁର କୋର୍ଟରେ ହାଜର କରାଇଲା ମାହାଙ୍ଗା ପୋଲିସ। ଏହି ହତ୍ୟାକାଣ୍ଡ ପାରିବାରିକ କଳହରୁ ସେ ନିଜେ ଘଟାଇଥିବା କହିଛି। ଏପଟେ ପାଞ୍ଚ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ କଟକରେ ଅନ୍ତିମ ସଂସ୍କାର କରାଯାଇଛି।