ମାଲକାନଗିରି ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

9

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ଆଜି ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ବଡ ଆମ୍ୱଲିବେଡା ଗ୍ରାମରେ ମାଲକାନଗିରି ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି l ନିକଟସ୍ଥ ପାଞ୍ଚ ଖଣ୍ଡ ଗ୍ରାମର ପାଖାପାଖି ୬୦୦ ଗ୍ରାମବାସୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଯୁବକ ମାନଙ୍କ ମଧ୍ୟରେ volley ball ମ୍ୟାଚ୍ ଖେଳା ଯିବା ସହିତ କୁଡୁମୁଳୁଗୁମ୍ମା CHC doctor ମାନଙ୍କ ସହାୟତାରେ ଅସୁସ୍ଥ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆ ଗଲା l ଅଞ୍ଚଳ ବାସି ସେମାନଙ୍କ ଅସୁବିଧା ମଧ୍ୟ SDPO ଚିତ୍ରକୋଣ୍ଡାଙ୍କ ମାଧ୍ୟମରେ ଜିଲ୍ଲା ପାଲଙ୍କୁ ଜଣାଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଆଇଆଇସି ମୁକୁନ୍ଦ ମେଲକା ଚିତ୍ରକୋଣ୍ଡା ଥାନା l Inspector ଲଷ୍ମୀ ନାରାୟଣ ମୁଦୁଲି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More