ମାଲକାନଗିରି ଜିଲ୍ଲା ଭେଜାଙ୍ଗିୱାଡ଼ା ଆଶ୍ରମ ବିଦ୍ୟାଳୟରେ ଅନୈତିକ କାର୍ଯ୍ୟ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ

11

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : -ସୂଚନା ମୁତାବକ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ଥିବା ବେଳେ l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧୀନରେ ଥିବା ଭେଜାଙ୍ଗୀ ୱାଡା ପଞ୍ଚାୟତରେ ଆଶ୍ରମ ସ୍କୁଲ ସବୁବେଳେ ଚର୍ଚ୍ଚାରେ ରହି ଆଶୁ ଅଛି l ଆଜି ପୁଣି ଗ୍ରାମବାସୀ ଓ ଶିକ୍ଷକଙ୍କ ମଧ୍ୟରେ ବଚସା ହେବାର ଦେଖିବାକୁ ମିଳିଛି l ଚାଲନ୍ତୁ ଦେଖିବା ଆଜିକାର ସ୍ୱତନ୍ତ୍ର ରିପୋର୍ଟ l କାହାକୁ ମିଡ଼ିମିଲ ଟଙ୍କା 6 ମାସ ହେବ ମିଳୁନି ତ l କେହି କେହି ପିଲାମାନଙ୍କୁ TC ନେଇକି ସ୍କୁଲ ଛାଡିକି ପଳାଉଛନ୍ତି l ଅନ୍ୟପଟେ ସରପଞ୍ଚ ସିଧା ସିଧା କହୁଛନ୍ତି ସ୍କୁଲରେ ବହୁତ ଦିନ ହେବ ଦୃନୀତି ଚାଲିଛି ଏବଂ ସ୍କୁଲରେ ପାଠପଢ଼ା କମ ମଦ ପିଆ ବହୁତ ଚାଲିଛି l ତେଣୁ ବାରମ୍ବାର ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ୍ୟ କେହି ଶୁଣୁ ନଥିବା କହିଛନ୍ତି ସରପଞ୍ଚ ଓ ଗ୍ରାମବାସୀl ଯଥାଶୀଘ୍ର ଏହାର ପଦକ୍ଷେପ ଯଦି ଜିଲ୍ଲା ପ୍ରଶାସନ ନନେବେ ତାହା ହେଲେ ଗ୍ରାମବାସୀ ସ୍କୁଲରେ ତାଲା ମାରିବେ ବୋଲି କହିଛନ୍ତି l ତେହେ ବାରମ୍ବାର ଏହି ସ୍କୁଲରରେ ଗଣ ମାଧ୍ୟମରେ ପ୍ରସାରଣ ପରେ ମଧ୍ୟ୍ୟ ଜିଲ୍ଲା ପ୍ରଶାସନ କାହିଁକି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି,. ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More