ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ

9

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) :- ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ କାଳବୈଶାଖୀ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ର ଅନେକ ଯାଗାରେ ଘର ଛପର ଉଡ଼ି ଯିବା ସହ କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ସୂଚନା ମୁତାବକ ଗତ କାଲି ରାତିରେ RSC.11ନମ୍ବର ଗ୍ରାମ ର ବାବୁଲା ନାମକ ଜଣେ ବ୍ୟକ୍ତିଙ୍କ ଦୋକାନ ଗୃହ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଏକ ବଡ଼ ଗଛ ଭାଙ୍ଗି ମଟର ସାଇକେଲ ଉପରେ ପଡ଼ିଯାଇଛି ଏଭଳି ଅନେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ ଦୋକାନ ଗୃହ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ହେତୁ ବ୍ୟକ୍ତି ଜଣକ ଚିନ୍ତା ରେ ପଡ଼ି ଥିବା ଦେଖିବାକୁ ମିଳିଛି।ଆଗକୁ ପ୍ରସାଶନ ବାବୁଲା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More