ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

18

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକରେ ଥିବା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ର ଓ ଛାତ୍ରୀ ମାନେ ଆଜି ପ୍ରିନ୍ସପାଲଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ରାଜ୍ୟ ସରକାର ସିଟି ପିଲାଙ୍କ ପାଇଁ ଅଫ ଲାଇନିରେ ପରୀକ୍ଷା।ଦେବା ଯେଇଁ ଗାଇଡି ଲାଇନି ଆଣିଛନ୍ତି ତାହା ସମ୍ଭବ ନୁହେଁ । କାରଣ କଟକରେ କୋଭିଡ 19 ଲାଗି ଘର ମିଳିବା ଓ ରହିବାକୁ ନେଇ ଜନସାଧାରଣ ମାନେ ଆମକୁ ହୀନ ମାନେକରିବେ।ଆମର ତେର ହଜାରେ ପାଞ୍ଚଶହ ପିଲାଙ୍କ ମଧ୍ୟରୁ ଯଦି କାହାର କିଛି ହୋଇଯାଏ ତାହାଲେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ପଚାରିଛସନ୍ତି। ଏହିଭଳି ସାତ ଗୋଟି ଦାବି ରଖି ପିଲାମାନେ ସ୍କୁଲ ଆଗରେ ନାରବାଜି ଦେଇ ଥିଲେ। ସରକାର ସମସ୍ତଙ୍କର ଅନଲାଇନିରେ ପରୀକ୍ଷା କଲେ ଆମର କାହିଁକି ହେବନି । ଯଦି ଆମର ଅଫଲାଇନି ରେ ହୁଏ ତାହାଲେ ସରକାର ଆମର ଖାଇବା ଓ ରହିବା ସହ ଗ୍ରସ୍ତଖର୍ଚ୍ଚ ଦେବା ପାଇଁ ବ୍ୟବସ୍ଥା କରନ୍ତୁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More