ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପା-ପୁଅଙ୍କ ମୃତଦେହ ଉଦ୍ଧାର

10

Get real time updates directly on you device, subscribe now.

ମୟୂରଭଞ୍ଜ ( ସଂଘର୍ଷ ମିଡିଆ ) : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମରେ ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପା-ପୁଅଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟରୁ ଉଭୟଙ୍କ ମୃତଦେହ ମିଳିଛି। ମୃତଦେହ ଉଦ୍ଧାର ସମୟରେ ପୁଆ ଜୀବନ ବଞ୍ଚାଇବାକୁ ତା’ ବାପାକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More