ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

11

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ରାଉରକେଲା ସହରରେ ଉଚ୍ଚ-ପ୍ରତିଷ୍ଠା ଲାଭ କରି-ପାରିଥିବା ସ୍ବେଛାସେବୀ ସଙ୍ଗଠନ ନାମ୍ନୀ ନିଲମ-ଫାଉଣ୍ଡେସନର ଆଜି ଦ୍ବିତୀୟ-ବାର୍ଷିକ ଦିବସ ଉପଲକ୍ଷେ, ରାଉରକେଲା ସହରର sec-03,ଏରିଆରେ ଥିବା ବଲାଙ୍ଗୀର ବସ୍ତି ନିକଟରେ ଏକ ଅସ୍ଥାୟୀ “EYE- TEST CAMP” ମାଧ୍ୟମରେ ଅନେକ ବୃଦ୍ଧ ଓ ବୃଦ୍ଧା ମାନଙ୍କର ଆଖି ଟେଷ୍ଟ କରାଇବା ସହିତ ସେମାନଙ୍କୁ POWER GLASS ବା ଚଷମା ବାଣ୍ଟିବାର ପ୍ରୋଗ୍ରାମ ମଧ୍ୟ କରାଯାଇଥିଲା । ଏଥିରେ ସେମାନଙ୍କୁ ସମ୍ପୂର୍ଣ ମାତ୍ରାରେ ସାହାଯ୍ୟ ସହଯୋଗ କରିବାପାଇଁ, ଓ ବର୍ତ୍ତମାନ ଆମ ରାଉରକେଲା ସହରରେ ପ୍ରତ୍ୟେକ ବର୍ଗର ଲୋକଙ୍କ ସୁବିଧା ଅସୁବିଧାକୁ ବୁଝି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ IHRD-INTERNATIONAL HUMAN RIGHTS DEFENDERS ର ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ TEAM ଅହରହ 24 ଘଣ୍ଟା ସଜାଗ ଥିବାରୁ ସେମାନଙ୍କର କାର୍ଯ୍ୟଦକ୍ଷତା-ଟିକୁ ଆଖି ଆଗରେ ରଖି IHRD-ର ODISHA STATE GEN-SECRATARY MR BISWAJIT MALLIK,ଙ୍କ ସମେତ ସୁନ୍ଦରଗଡ ଜିଲ୍ଲାର ସଭାପତି ଶ୍ରୀଯୁକ୍ତ ବିଜୟା ନନ୍ଦ ସୁନ୍ଦରାୟ, ମହିଳା-ଛାତ୍ରୀ ସଭାପତି-ସ୍ୱାତୀ ସାସ୍ୱତୀ, ଏବଂ ଶ୍ରୀମତୀ ନମିତା ରାଉତଙ୍କ ସମେତ ପୁରା TEAM-ଙ୍କୁ ମୁଖ୍ୟ ଅତିଥି ଭାବେ ଆମଂତ୍ରଣ କରାଇ, ଶେଷରେ ଏହି ମହାନ ସମାଜ କଲ୍ୟାଣ କାର୍ଯ୍ୟଟିକୁ ସମ୍ପୂର୍ଣ ମାତ୍ରାରେ ସଫଳତାର ସହିତ ସମ୍ପର୍ଣ୍ଣ କରାଯାଇ ପାରିଥିଲା । ସମସ୍ତଙ୍କୁ-ପରସ୍ପର ସହିତ ହାତ ମିଳାଇ ପରସ୍ପରଙ୍କୁ ସାହାଯ୍ୟ ସହଯୋଗ କରି ଆଗକୁ ବଢ଼ିବାକୁ ସଙ୍ଗଠନର ଚେୟାରମ୍ୟାନ ଶ୍ରୀମତୀ-ନିଲମ ମାଡାମ ନିଜ ବକ୍ତବ୍ୟରେ ବୁଝାଇ କହିବା ସହିତ, ଯେକୌଣସି ଘଡ଼ିସନ୍ଧି ମୁହୂର୍ତ୍ତରେ ଭି ହେଉନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ଆମ ମାନବାଧିକାରକୁ ନିଜର ଦୃଢ଼ ଆତ୍ମବିଶ୍ୱାସର/ମନବଳ ସହିତ ବଞ୍ଚାଇ ରଖିବାକୁ ହେବ ବୋଲି ପ୍ରତ୍ୟକ ବସ୍ତି ବାସିନ୍ଦାଙ୍କୁ ଆହ୍ୱାନ ଦେଇ ବୁଝାଇ କହିଥିଲେ ଶ୍ରୀଯୁକ୍ତ ମଲ୍ଲିକ ସାର ମହୋଦୟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More