ମହେନ୍ଦ୍ରୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କଲେ ଉମରକୋଟ ଗଣମାଧ୍ୟମ ପ୍ରତିନିଧି

71

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲାରେ ଓୟୁଜେ ସଂଘର ସାଧାରଣ ପରିଷଦ ବୈଠକ ସାରି ଉମରକୋଟକୁ ସାମ୍ବାଦିକ ମାନେ ଫେରିବା ବାଟରେ ମହେନ୍ଦ୍ରୀ ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ଗାଡି ରଖି ଓହ୍ଲାଇ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖି ନିଆଁକୁ ଲିଭାଇଥିଲେ l ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରି ଜନସାଧାରଣଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି l ଏ ନେଇ ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ୍ କୁମାର ସ୍ଵାଇଁଙ୍କୁ ଜଣାଇବାରୁ ସାମ୍ବାଦିକ ମାନଙ୍କ ଏପରି କାର୍ଯ୍ୟକଳାପକୁ କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି l ବନ କର୍ମଚାରୀଙ୍କ ଦ୍ଵାରା ଲିଭା ଯାଇଥିଲେ ସୁଦ୍ଧା ଅପରାହ୍ନରେ ପୁନର୍ବାର ସାମ୍ବାଦିକ ମାନଙ୍କ ଦ୍ଵାରା ନିଆଁ ଲିଭାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More