ମହିଳା ମହାବିଦ୍ୟାଳୟରେ ବିଶ୍ବ ମେଲେରିଆ ଦିବସ ପାଳିତ

9

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : ମହିଳା ମହାବିଦ୍ୟାଳୟରେ ବିଶ୍ବ ମେଲେରିଆ ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ସଭାପତିତ୍ବରେ ଏବଂ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଲେରିଆ ଉପରେ ଯୁକ୍ତ ତିନ ଛାତ୍ରୀମାନଙ୍କ ସହିତ ବିଶେଷ ଚର୍ଚା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ର ମେଲେରିଆ ଏବଂ ଏହା ପ୍ରତି ସଚେତନତାର ଆବଶ୍ୟକତା ଉପରେ ବକ୍ତବ୍ଯ ରଖିଥିଲେ।ବିଜୟ ରାମ ମଶା ର ବଢୁଥିବା ଆତଙ୍କ ଏବଂ ଅଧାପକ ରାଜେନ୍ଦ୍ର ମଣ୍ଡଳ ମେଲେରିଆ ସଚେତନତା ଉପରେ ବକ୍ତବ୍ଯ ରଖିଥିଲେ।ଯାଶ୍ମିମଣି ମାହାଲୀ ମେଲେରିଆ ବିରୁଦ୍ଧ ରେ ଛାତ୍ରୀମାନଙ୍କ ଭୂମିକା ବିଷୟରେ ବକ୍ତବ୍ଯ ରଖିଥିଲେ। ପୁଷ୍ପା ପାତ୍ର,ପ୍ରଗ୍ୟା ପଦ୍ମଜା କୁମ୍ଭକାର, ସବିତା ଟୁଡୁ,ସୁର୍ଯମଣି ସୋରେନ,ନଳିତା ନାଗ,ଦୁଲାରୀ ହେମ୍ଭ୍ରମ, ମାଳତି ମହାନ୍ତ, ଛିତାମଣି ମୁର୍ମୁ,ସୀତାମଣି ଟୁଡୁ,ତରୁଣ ମହାନ୍ତ ସହଯୋଗ କରିଥିଲେ। ଶ୍ୟାମ ମଣ୍ଡଳ ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More