ମହିଲମାନଙ୍କଦ୍ୱାରା ମଦମୁକ୍ତି ଶାନ୍ତି କମିଟି ଗଠନ

12

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳ ପୁର ପଞ୍ଚାୟତ ଗୁଣାଦୋଳ ଗ୍ରାମ ସାମଲ ସାହି ରେ ଆଜି ମହିଳା ମାନେ ମଦ ମୁକ୍ତି ଶାନ୍ତି କମିଟି ଗଠନ କଲେ। ସାହିର ୨୫ଜଣ ମହିଳା ଯୋଗ ଦେଇଥିଲେ। ଉକ୍ତ ସଭାରେ କଣ୍ଟାପଡା ବ୍ଲକ ମଦ ମୁକ୍ତି ଯୁବବ।ହିନୀ ରେ ସଦସ୍ୟ ତଥା ସଂଘର୍ଷ ମିଡିଆର ପ୍ରତିନିଧି ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସ ଅଧକ୍ଷତା କରିଥିଲେ। ମଦ ପିଇବା ଦ୍ୱାରା କେତେ ସୁନା ସଂସାର ଭାଙ୍ଗିଯାଉଛି ଏବିଷୟରେ ଆମ ପ୍ରତିନିଧି ମହିଳାମାନଙ୍କୁ ବୁଝାଇଥିଲେ। ସାହି ମଧ୍ୟରେ କେହି ଯଦି ମଦ ପିଇ ଗାଳି ଗୁଳଜ କରେ ତାକୁ ଜୋରିମାନା ରୂପେ ୫୦୦ ଟଙ୍କା ଦେବାକୁ ପଡିବବୋଲି ମହିଳାମାନେ ନିଷ୍ପତ୍ତି ନେଲେ। ଏହି ସଭାରେ ସଅଭାପତି ମିନତୀ ସାମଲ ଓ ଉପସଭାପତି ଟୁକୁନି ସାମଲଙ୍କୁ ବଛା ଯାଇହିଲା ।କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More