ମହାଶିବରାତ୍ରି ଧୁମଧାମରେ ପାଳିତ

106

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ବିଅଁଳ ଭୋକାଞ୍ଜି ଗତନାଥ ମହାପ୍ରଭୁଙ୍କ ପାଖରେ ହଜାର,ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସି ନିଜ ନିଜର ମାନସିକ ରେ ମହାପ୍ରଭୁ ଗତନାଥଙ୍କ ପାଖରେ ଦୀପ ଜାଳିଥାନ୍ତି। ଜିଲ୍ଲାରେ ଅନ୍ୟତମ ଶୈବ ପୀଠ ବିଅଁଳ, ଭୋକାଞ୍ଜି ଗ୍ରାମବାସି ଙ୍କ ସହଯୋଗରେ ଅନୁଷ୍ଠାନ ହୋଇଥାଏ ବହୁ ପୁରାତନ କାଳରୁ ଏହି ଅନୁଷ୍ଠାନ। ଏହି ଶୈବ ପୀଠକୁ ଯେଉଁ ଭକ୍ତ ଯାହା ମାନସିକ କରିଥାନ୍ତି ତାହା ମଧ୍ୟ ମହାପ୍ରଭୁ ଆଶ୍ରିବାଦରୁ ପୂରଣ ହୋଇଥାଏ ବୋଲି ଭକ୍ତମାନେ କହିଥାନ୍ତି। ଠିକ ସେହିପରି ଟିଟିଙ୍ଗାର ନୀଳକଣ୍ଠେଶ୍ଵର,ସରାମ୍ବୋର ସ୍ପଟିକ ଲିଙ୍ଗ, ସୋମନାଥ ହାଟର ସୋମନାଥ ମହାପ୍ରଭୁ,ଶାଳଜଙ୍ଗ ପଶ୍ଚିମେଁସ୍ଵର ମହାପ୍ରଭୁ ପ୍ରମୁଖ ଜିଲ୍ଲାରେ ଶୈବ ପୀଠରେ ମହାସମାରୋହରେ ମହାଶିବ ରାତ୍ରି ପାଳନ ହୋଇଛି ।ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More