ମହଙ୍ଗା ପଡିଲା ନକଲି ସୁନା ବନ୍ଧକରଖି ଋଣ

9

Get real time updates directly on you device, subscribe now.

ଗଜପତି (: ନକଲି ସୁନା ବନ୍ଧକରଖି ଋଣ , ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୧୧ଜଣ ଅଭିଯୁକ୍ତ ଗିରଫ, ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ସାଖାର ବ୍ୟାଙ୍କ ଦ୍ବାରା ଅନୁମୋଦିତ ସୁନାରିକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଥିଲେ, ବ୍ୟାଙ୍କର ଯାଞ୍ଚରେ ଧରା ପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ୧୨ ଜଣକ ନାମରେ ମାମଲା ରୁଜୁ କରି ୧୧ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ପାରଳାଖେମୁଣ୍ଡି ମୋଡେଲ ପୋଲିସ ଥାନା ଅଧିକାରୀ ବାବୁଲି ନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More