ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବୈଠକ ଗୃହ ମଧ୍ୟରେ ମଶାରୀ ବଣ୍ଟନ ଉପରେ ଏକ ବ୍ଲକ ସ୍ତରୀୟ ସଞ୍ଚାଳନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ବିଧାୟକ ମଶାରୀର ଉପକାରିତା ଓ ବ୍ୟବହାର ଉପରେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ବିଧାୟକଙ୍କ ସହ ଗୋଷାଣୀ ଅଧକ୍ଷ ନ.ଭୀରରାଜୁ,ଗୋଷାଣି ବ୍ଲକ ଉନ୍ନୟନ ଅଧିକାରୀ ଏସ.ବାଲରାଜୂ ସମେତ ଅନ୍ୟାନ୍ୟ ସରପଞ୍ଚ ସମିତି ଉପସ୍ଥିତ ଥିଲେ l