ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ, ୮ ଆହତ

14

Get real time updates directly on you device, subscribe now.

ବ୍ରହ୍ମପୁର ( ସଂଘର୍ଷ ମିଡିଆ ) : ଗଞ୍ଜାମ ଜିଲାର ବିରୁଳିଗଡ଼-ଖଣ୍ଡ ଦେଉଳି ରାସ୍ତାରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏକ ପିକ୍ଅପ୍ ଭ୍ୟାନରେ ଗଞ୍ଜାମ ବ୍ଳକ ଡିହିଁଡି ଗାଁର  ୧୨ ଜଣ ଲୋକ ଯାଉଥିବା​‌ବେଳେ ଗାଡ଼ିଟି ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ବୋଲି ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More