ମରଣଯନ୍ତା ସାଜିଛି ୫ନଂ ଜାତୀୟ ରାଜପଥ

29

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ନୀଉଜ): ଜାତୀୟ ରାଜପଥରେ ଆଣ୍ଠୁଏ ଆଣ୍ଠୁଏ ଖାଲ। ବର୍ଷା ହେଲେ ପାଣି ଜମି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକି ରାସ୍ତାଟି ମରଣଯନ୍ତ୍ରା ସାଜିଛି । ଏ ଖାଲ ପ୍ରଶାସନର ଦୁଷ୍ଟି ପଡୁନାହିଁ କି ଗୋଚର ବି ନାହିଁ। କାହାର ବି ଦୁଷ୍ଟି ପଡ଼ୁନାହିଁ ଏହି ଜାତୀୟ ରାଜପଥ ଉପରେ। ଏହି ଜାତୀୟ ରାଜପଥ ଦେଇ ପାରାଦୀପ ବନ୍ଦରକୁ ହଜାର ହଜାର ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଯାଉଛି ଏହି ରାଜପଥରେ ଆଣ୍ଠୁଏ ଆଣ୍ଠୁଏ ଖମା ସୁଷ୍ଟି ହୋଇଛି। ଯାହା ଏକ ଗମ୍ଭୀର ପରିସ୍ଥିତି । ଏହି ରାସ୍ତା ଦେଇ ମଟରଚାଳକ ମାନେ ଯାଉଥିବା ସମୟରେ ଗୁରୁତର ଦୁର୍ଘଟଣା ମଧ୍ୟ ଘଟିଛି । କିଏ ବାପାକୁ ହରାଇଛି ତ । କିଏ ସ୍ୱାମୀ ତ ଆଉ କିଏ ପୁଅକୁ ହରାଇଛି । ପ୍ରଶାସନ ସବୁ ଜାଣିକି ଚୁପ୍ ରହି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । କେବେ ନିଦ ଭାଙ୍ଗିବ ଆଉ ଜାତୀୟ ରାଜପଥ ମରାମତି ହେବ। ମାର୍ଶାଘାଇରୁ ବାସୁଦେବ ସେଠୀଙ୍କ ରିପୋର୍ଟ ସଂଘର୍ଷ ନୀଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More