ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି, ଦୃଢ କାଯ୍ୟାନୁଷ୍ଠାନ ଦାବିରେ ଗଣଧାରଣା

15

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସଦର ବ୍ଲକ ଆମାନାରା ପଂଚାୟତର ପାୱାରତାଲା ଗ୍ରାମରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପାୱାରତାଲା ଗ୍ରାମର କିଛି ଯୁବକ ଦୁର୍ନୀତି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଆମାନାରା ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ଉପରେ ଯଥା ଶିଘ୍ର ପ୍ରଶାସନ ଦୃଷ୍ଟି ଦେଇ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଲା ଯାଇ ଅନିର୍ଦ୍ଦିଷ୍ଟ କାଳ ଯାଇ ଧାରଣା ଜାରୀରହିବ ବୋଲି ଧାରଣାକାରୀ ମାନେ ଚେତାବନୀ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ରୁ ହେରାମ୍ବ ବାଗଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More