ମଦ୍ୟପ ଗାଡି ଚାଳକ ଦେଲେ ଜୋରିମାନା

9

Get real time updates directly on you device, subscribe now.

ରାଜଗାଙ୍ଗପୁର(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ପୋଲିସ ଦ୍ୱାରା ବାରମ୍ବାର ଟ୍ରାଫିକ ନିୟମ ମାନିବାକୁ ସଚେତନ କରଯାଉଥିଲେ ମଧ୍ୟ୍ୟ ମଦ ସେବନ କରି ଗାଡି ଚାଳକ ଦ୍ରୁତ ଗତିରୁ ରାସ୍ତାରେ ଗାଡି ଚଳାଉ ଥିବା ପୋଲିସ ନଜରକୁ ଆସିଛି l ରାଜଗାଙ୍ଗପୁର ପୋଲିସ ବରପାଲି ରାସ୍ତା ରେ ଅପରାହ୍ନ ଗାଡି ଯାଞ୍ଚ କରୁଥିବା ବେଳେ ସାତ ଜଣ ମଦପ୍ୟଙ୍କୁ ଚିନ୍ହଟ କରି ତାଙ୍କ ଠାରୁ 14,000 ଟଙ୍କା ଏବଂ ତାଙ୍କ ଲାଇସେନ୍ସ କେନସେଲ କରି କୋୖର୍ଟ ଚାଲାଣ କରିଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More