ମତ୍ସ୍ୟଜୀବିଙ୍କ ଜାଲରେ ପଡିଲା ୨୨କିଲୋ ଓଜନର ତେଲିଆ ମାଛ, ୧୦୦୦ ୪୩ହଜାର ଟଙ୍କାରେ ହେଲା ନିଲାମ

10

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଠାରେ ମତ୍ସ୍ୟଜୀବି ମାନେ ଜାଲ ପକାଉଥିଲା ସମୟରେ ଜାଲରେ ପଡିଛି ଗୋଟିଏ ତେଲିଆ ମାଛ । ଏହି ମାଛଟିର ଓଜନ ୨୨କିଲୋ ଓଜନ ଥିବାବେଳେ ଏହାର କିଲୋ ପିଛା ସାଢ଼େ ୬ହଜାର ଟଙ୍କା ରେଟରେ ଲକ୍ଷେ ୪୩ହଜାର ଟଙ୍କାରେ ନିଲାମ ହୋଇଛି । ଏହି ମାଛକୁ ଜଣେ କଲିକତାର ମାଛ ବ୍ୟବସାୟୀ କିଣିଛନ୍ତି। ତେବେ ମାଛଟି ଖାଇବା ଅପେକ୍ଷା ଏହାର ଅଧିକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଇଣ୍ଡଷ୍ଟ୍ରିଆଲ କ୍ଷେତ୍ରରେ ବେସି ବ୍ୟବହାର କରାଯାଏ ବୋଲି କୁହନ୍ତି ବ୍ୟାବସାୟୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More