ଭୁବନେଶ୍ୱର ଏବଂ ବାଣପୁର ବ୍ଳକ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀଙ୍କର ଧାରଣା

12

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ବିଭିନ୍ନ ପ୍ରକାରର ଦାବିପତ୍ରକୁ ନେଇ ସାରା ରାଜ୍ୟ ମହିଳା ଅଙ୍ଗନବାଡ଼ି କର୍ମଚାରୀ ସଂଘ ତରଫରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣା ଦିଆଯାଉଥିବା ବେଳେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ସମ୍ମୁଖରେ ବାଣପୁର ବିଜ୍ଞାପିତ ଅଞ୍ଚଳ ଓ ୧୭ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର କର୍ମି ଓ ସହକର୍ମି ମାନେ ମିଶି ବାଣପୁର ବ୍ଳକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ବେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More