ଭୁବନେଶ୍ୱରରେ ଭାଇ ନଥିବା ଭଉଣୀଙ୍କୁ ଶାଢ଼ୀ ବାଣ୍ଟିଲେ ଯୁବକ

10

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) :ଆଜି ଥିଲା ସାବିତ୍ରୀ ବ୍ରତ। ଏହି ଅବସର ରେ ଆଜି ଭୁବନେଶ୍ୱର କଟକ ଓ ପଟିଆ ଭଳି ଅଞ୍ଚଳରେ ଭାଇ ନଥିବା ଭଉଣୀ ମାନଙ୍କୁ ଶାଢ଼ୀ, ଶଙ୍ଖା , ସିନ୍ଦୁର, ଓ ଫଳମୂଳ ଆଦି ବଣ୍ଟନ କରିଛନ୍ତି ଭୁବନେଶ୍ୱର ର ସୂରଜ କୁମାର ନାୟକ। ମନରେ ଅଦ୍ଭୁତ ଚିନ୍ତାଧାରା ନେଇ ପ୍ରତ୍ୟେକ ବର୍ଷ ସେ ଏହିଭଳି କରନ୍ତି ବୋଲି କହିଛନ୍ତି। ସେହିପରି ତାଙ୍କ ସହ ତାଙ୍କର ସହଯୋଗୀ ପିଣ୍ଟୁ ସାହୁ, ପଶୁପତି ନାୟକ, ସୀମା ନାୟକ, ଟୁଟୁ ସ୍ୱାଇଁ ପ୍ରମୁଖ ତାଙ୍କୁ ବିଶେଷ ସାହାର୍ଯ୍ୟ କରିଛନ୍ତି। ତେବେ ଯେଉଁମାନଙ୍କର ଭାଇ ନାହିଁ ଓ ଭୁବନେଶ୍ୱର ରେ ରହି ଗୁଜୁରାଣ ମେଣ୍ଟାଉ ଛନ୍ତି ସେମାନଙ୍କୁ ହିଁ ଏହି ବ୍ୟକ୍ତି ଶାଢ଼ୀ, ଓ ବିଭିନ୍ନ ପୂଜା ସାମଗ୍ରୀ ବଣ୍ଟନ କରୁଛନ୍ତି। ଆଜି ଦିନରେ ପାଖାପାଖି ସେ ୭ଶହରୁ ଉର୍ଦ୍ଧ୍ବ ଶାଢ଼ୀ ବଣ୍ଟନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More